<<<<<<< HEAD କମ୍ୟୁନିଟି ରିପୋର୍ଟିଂ
 ଆପଣଙ୍କ ଚାରିପାଖେ ଘଟୁଥିବା ଘଟଣାର ରିପୋର୍ଟ କରନ୍ତୁ ।

ଲକ୍ଷ୍ୟ

କରୋନା ମହାମାରୀ ସମୟରେ ଆପଣଙ୍କୁ ସୃଜନାତ୍ମକ ଢଙ୍ଗରେ ବ୍ୟସ୍ତ ରଖିବା ପାଇଁ ଲୋକାଲୱାୟାର ଏକ ସୁଯୋଗ ସୃଷ୍ଟି କରିଛି ।

ଆପଣ ଜଣେ କମ୍ୟୁନିଟି ରିପୋର୍ଟର ଭାବେ କାର୍ଯ୍ୟ କରି ଆପଣଙ୍କ ଅଞ୍ଚଳରେ ଥିବା ପ୍ରେରଣାଦାୟୀ ଓ ନୂତନ କାହାଣୀ ଆମ ପାଖକୁ ଆଣି ପହଞ୍ଚାଇ ପାରିବେ।

ଯଦି ଆପଣଙ୍କ ଲେଖା, ରିପୋର୍ଟ ଆମ ସମ୍ପାଦକ ଚୟନ କରନ୍ତି ତେବେ ଆପଣ ଆମ ଲେଖା ବିଶେଷଜ୍ଞଙ୍କ ସହ କାର୍ଯ୍ୟ କରିବାର ସୁଯୋଗ ପାଇବେ ଓ ଆପଣଙ୍କ ସମ୍ବାଦ, ଲେଖା ବା କାହାଣୀ ଆମ ଆପରେ ପ୍ରକାଶିତ ହେବ। ଆପଣ ୨୫୦ ଟଙ୍କାର ଆର୍ଥିକ ପୁରସ୍କାର ମଧ୍ୟ ପାଇବେ ।

କମ୍ୟୁନିଟି ରିପୋର୍ଟର ହେବା ପାଇଁ କଣ କରିବେ

ଗୁଗଲ୍ ପ୍ଲେ ଷ୍ଟୋରରୁ ଲୋକାଲୱାୟାର ହାଇପରଲୋକାଲ୍ ଆପ୍ ଡାଉନଲୋଡ କରନ୍ତୁ । କମ୍ୟୁନିଟି ରିପୋର୍ଟିଂ ପେଜକୁ ଯାଇ ସେଠାରେ ଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

ସେଠାରେ ଦିଆଯାଇଥିବା ସର୍ତ୍ତାବଳୀକୁ ଭଲଭାବେ ପଢ଼ନ୍ତୁ ଓ ସୁନିଶ୍ଚିତ ହୁଅନ୍ତୁ ଯେ ଆପଣ ସେଗୁଡିକୁ ଭଲ କରି ବୁଝିଛନ୍ତି ।

ନିଜର ସବିଶେଷ ତଥ୍ୟ ପୂରଣ କରନ୍ତୁ, ଆପଣଙ୍କ ରିପୋର୍ଟକୁ ପୋଷ୍ଟ କରନ୍ତୁ, ଦିଆଯାଇଥିବା ସର୍ତ୍ତାବଳୀରେ ରାଜି ହୁଅନ୍ତୁ ଓ ତାପରେ ଏହା ଆମ ପାଖକୁ ପଠାନ୍ତୁ ।

ସର୍ତ୍ତାବଳୀ

  • ଆପଣଙ୍କ ଲେଖା ସତ୍ୟ ଉପରେ ଆଧାରିତ ହେବା ସହ ଏଥିରେ ଥିବା ତଥ୍ୟ ସଠିକ୍ ଓ ଘଟଣା ସମ୍ପର୍କିତ ହୋଇଥିବା ଦରକାର । ବର୍ତ୍ତମାନ ଆମେ କେବଳ ଚନ୍ଦ୍ରଶେଖରପୁର ଅଞ୍ଚଳ ପାଇଁ ରହିଥିବା ସମ୍ବାଦ ବା କାହାଣୀକୁ ଗ୍ରହଣ କରୁଛୁ । ଯଦି ଆପଣ ଅନ୍ୟ ସ୍ଥାନରୁ ଲେଖୁଛନ୍ତି ତେବେ ଯେକୌଣସି ସ୍ଥାନ ପାଇଁ ବକ୍ସରେ ଲେଖନ୍ତୁ । ନିଶ୍ଚିତ କରନ୍ତୁ ଯେ, ଆପଣ ରିପୋର୍ଟ କରୁଥିବା ଘଟଣା ନିର୍ଦ୍ଦିଷ୍ଟ ଅଞ୍ଚଳରେ ଘଟିଛି । ଥରେ ଆପଣ ଲେଖା ଦାଖଲ କରି ସାରିବା ପରେ ଲୋକାଲୱାୟାର ଟିମ୍ ଏହାର ଯାଞ୍ଚ କରିବେ ଓ ଦରକାର ପଡିଲେ ଏହାର ସତ୍ଯାସତ୍ଯ ପାଇଁ ଆପଣଙ୍କୁ ଫୋନ କରିବେ ।
  • ଯଦି ଏହା ମନୋନୀତ ହୁଏ ତେବେ ଲୋକାଲୱାୟାର ବିଶେଷଜ୍ଞ ଆପଣଙ୍କୁ ଯୋଗାଯୋଗ କରିବେ । ସେ ଆପଣଙ୍କ କାହାଣୀ ବା ସମ୍ବାଦ ପାଇଁ ଆପଣଙ୍କ ସହ ମିଶି କାମ କରିବେ ଓ ପରିଶେଷରେ ଆପଣଙ୍କ କାହାଣୀଟି ଲୋକାଲୱାୟାର ହାଇପର ଲୋକାଲ୍ ନ୍ୟୁଜ୍ ଆପ୍ଲିକେସନ୍ ଓ ୱେବସାଇଟରେ ପ୍ରକାଶିତ ହେବ ।
  • ଯଦି ଆପଣଙ୍କ କାହାଣୀ ପ୍ରକାଶିତ ହୁଏ ତେବେ ଆପଣ ୨୫୦ ଟଙ୍କାର ଆର୍ଥିକ ପୁରସ୍କାର ପାଇବେ ।
  • ଏଣ୍ଟ୍ରି ଗୁଡ଼ିକ ସତ୍ୟଘଟଣା ଉପରେ ଆଧାରିତ ହେବା ଦରକାର । ସେଗୁଡ଼ିକ ଯେପରି ବ୍ୟକ୍ତିଗତ ବା ଆନୁଷ୍ଠାନିକ ସ୍ୱାର୍ଥକୁ ସୂଚାଉନଥିବ । ଏହି ସମ୍ବାଦ ଦ୍ୱାରା ଯେପରି କୌଣସି ବ୍ୟକ୍ତି/ ସଙ୍ଗଠନର କ୍ଷତି ପହଞ୍ଚୁନଥିବ । ଏଗୁଡ଼ିକ ବାସ୍ତବିକ ହେବା ସହ କୌଣସି ଘଟଣାକୁ ନିଜ ହାତମୁଠାକୁ ନେଉନଥିବା ଭଳି ହୋଇଥିବା ଦରକାର ।
  • ନିଜର ବ୍ୟବସାୟ ବା ଅନୁଷ୍ଠାନର ପ୍ରଚାର ଓ ବିଜ୍ଞାପନ ଭଳି ଏଣ୍ଟ୍ରିଗୁଡ଼ିକୁ ଗ୍ରହଣ କରାଯିବ ନାହିଁ । ଯଦି ଆପଣ ନିଜର ବ୍ୟବସାୟର ପ୍ରଚାର ଓ ବିଜ୍ଞାପନ ପାଇଁ ଚାହୁଁଛନ୍ତି ତେବେ ଆପଣ ଲୋକାଲୱାୟାର ମାଧ୍ୟମରେ ଏକ ଦେୟଯୁକ୍ତ ବିଜ୍ଞାପନ ପାଇଁ ଅନୁରୋଧ କରି ପାରିବେ।
  • ଯେଉଁ ଫଟୋଗୁଡ଼ିକ କପିରାଇଟ୍ ଅଧିନିୟମ ଅନ୍ତର୍ଭୁକ୍ତ ହୋଇଥିବ ସେଗୁଡିକୁ ଏଣ୍ଟ୍ରିପାଇଁ ଗ୍ରହଣ କରାଯିବ ନାହିଁ ।
  • ଲୋକାଲ ୱାୟାର କେବଳ ସେହି ଫଟୋ ଓ ଭିଡିଓଗୁଡ଼ିକୁ ଗ୍ରହଣ କରିବ ଯାହା ଆପଣ ଉତ୍ତୋଳନ କରିଥିବେ।
  • ସମ୍ବେଦନଶୀଳ ମିଡିଆ ଯେପରିକି ଗ୍ରାଫିକରେ ହିଂସା ଓ କିଶୋର/କିଶୋରୀ ଭିତ୍ତିକ ପ୍ରସଙ୍ଗ ଗ୍ରହଣ କରାଯିବ ନାହିଁ । ଲୋକାଲୱାୟାର ଜଣେ ବ୍ୟକ୍ତିର ବ୍ୟକ୍ତିଗତ ପରିଚୟ ଓ ଠିକଣାକୁ ସେମାନଙ୍କ ଲିଖିତ ଅନୁମତି ବିନା ପ୍ରଚାର କରିବ ନାହିଁ ।
  • ଯେପରିକି ସେମାନଙ୍କ ଘରର ଠିକଣା ବା ଫୋନ ନମ୍ବର ।
  • ହିଂସା, ଆତଙ୍କବାଦ, ଶିଶୁ ଶ୍ରମ, ଶିଶୁ ନିର୍ଯାତନା, ଶିଶୁ ଅତ୍ୟାଚାର ଭଳି ପ୍ରସଙ୍ଗକୁ ପ୍ରଚାର କରୁଥିବା ବିଷୟବସ୍ତୁକୁ ଲୋକାଲୱାୟାର ଗ୍ରହଣ କରିବ ନାହିଁ ।
  • ଅସାମାଜିକ ବା ଜାତୀୟତା ବିରୋଧୀ ବିଷୟବସ୍ତୁ ଲୋକାଲୱାୟାର ଗ୍ରହଣ କରାଯିବ ନାହିଁ ।
  • ଭୁଲ୍ ନାମ ଓ ପରିଚୟରେ ଦାଖଲ ହୋଇଥିବା ଲେଖା ଗ୍ରହଣ କରାଯିବ ନାହିଁ ।
  • ଆପଣଙ୍କୁ ଅନୁରୋଧ ନିଜର ସମ୍ବାଦ ଓ କାହାଣୀ ପାଇଁ ସୃଜନଶୀଳତାର ପରାକାଷ୍ଠା ଦେଖାନ୍ତୁ । ଅନ୍ୟଠାରୁ ବା ଅନ୍ୟ ଉତ୍ସରୁ କପି ହୋଇଥିବା ବିଷୟକୁ ନକଲ କରନ୍ତୁ ନାହିଁ । ଲୋକାଲୱାୟାର କପି ହୋଇଥିବା କାହାଣୀ ଓ ପ୍ରକାଶନକୁ ଗ୍ରହଣ କରିବ ନାହିଁ ।

 ହଁ, ମୁଁ ସମସ୍ତ ସର୍ତ୍ତ ଏବଂ ସର୍ତ୍ତଗୁଡିକରେ ରାଜି ଅଛି |
======= କମ୍ୟୁନିଟି ରିପୋର୍ଟିଂ

>>>>>>> 3e2bb772ee1e3407bacb7a8af02fe9bab35923db